ଜିଲ୍ଲା ସ୍ତରୀୟ ପେନକାକ ସିଲଟ ପ୍ରତିଯୋଗିତଅନୁଷ୍ଠିତ, ଜିଲ୍ଲାରୁ ପ୍ରାୟ ୫୦ ରୁ ଅଧିକ ଖେଳାଳିଙ୍କ ଅଂଶଗ୍ରହଣ କରିଥିଲେ
ଜିଲ୍ଲା ସ୍ତରୀୟ ପେନକାକ ସିଲଟ ପ୍ରତିଯୋଗିତଅନୁଷ୍ଠିତ
ଜିଲ୍ଲା ସ୍ତରୀୟ ପେନକାକ ସିଲଟ ପ୍ରତିଯୋଗିତଅନୁଷ୍ଠିତ, ଜିଲ୍ଲାରୁ ପ୍ରାୟ ୫୦ ରୁ ଅଧିକ ଖେଳାଳିଙ୍କ ଅଂଶଗ୍ରହଣ କରିଥିଲେ
ବ୍ରହ୍ମପୁର:- ପାଣିଗ୍ରାହୀପେଣ୍ଠ ବ୍ରଜରାଜ ନଗର ସ୍ଥିତ ପେନକାକ ସିଲଟ ଆସୋସିଏସନ୍ ଗଞ୍ଜାମ ପକ୍ଷରୁ ପ୍ରଥମ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ସଭାପତି ରବି କୁମାର ସାହୁ, ସହ ସମ୍ପାଦକ ଭୃଗୁରାମ ପଣ୍ଡା, ସାମ୍ବାଦିକ ସୁଦୀପ ସାହୁ, ଆନ୍ତର୍ଜାତୀୟ ପେନକାକ ସିଲଟ ଖେଳାଳି ତପସ୍ଵିନୀ ନାୟକ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସମେତ ଆସିକା, ଗୋପାଳପୁର, ଜଗନ୍ନାଥପ୍ରସାଦ, ଭାବିନୀପୁର ଏକାଡେମୀର ଖେଳାଳି ଅଂଶଗ୍ରହଣ କରିଥିଲେ।ସେହିପରି ଶେଷରେ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଡ. ଦେବ୍ୟାନି ଦେବ, ସ୍ଵର୍ଣ୍ଣ ଗଙ୍ଗଦେବ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ବ୍ରହ୍ମପୁର ସମେତ ଆସିକା, ଗୋପାଳପୁର, ଜଗନ୍ନାଥପ୍ରସାଦ, ଭାବିନୀପୁର ଏକାଡେମୀର ଖେଳାଳି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା କୋଚ ଶ୍ରୀଧର ସାହୁ ସଂଯୋଜନା କରିଥିଲେ। ରେଫରି ଭାବେ ପି. ଇପ୍ସିତା, ପ୍ରୀୟାଂସୁ ମିଶ୍ର, ଅର୍ୟାନ ବିଷୋୟୀ, ରୁଦ୍ର ପ୍ରତାପ ଷଡ଼ଙ୍ଗୀ, ରିତେଶ ମୁଖି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଏଠାକାର କର୍ମକର୍ତ୍ତା ମାନେ ସହଯୋଗ କରିଥି
English