ହୋଟେଲ ମିଳନ ତରଫରୁ ପଣା ବଣ୍ଟନ

Total Views : 254
Zoom In Zoom Out Read Later Print

)ଶ୍ରୀ ରାମ ନବମୀ ଉପଲକ୍ଷେ ବ୍ରହ୍ମପୁର ଗୋଲଣ୍ଡି ମେଇନ ରୋଡ ସ୍ଥିତ ହୋଟେଲ ମିଳନ ତରଫରୁ ପଣା ବଣ୍ଟନ

 ବ୍ରହ୍ମପୁର (ଅନନ୍ତ ରାମ ପ୍ରଧାନ )ଶ୍ରୀ ରାମ ନବମୀ ଉପଲକ୍ଷେ ବ୍ରହ୍ମପୁର ଗୋଲଣ୍ଡି ମେଇନ ରୋଡ ସ୍ଥିତ ହୋଟେଲ ମିଳନ ତରଫରୁ ପଣା ବଣ୍ଟନ ଶୁକ୍ରବାର ଦିନ  ଅନୁଷ୍ଟିତ ହୋଇଥିଲା l ଏହି ଅବସରରେ ହୋଟେଲ  ମାଲିକ ସ୍ୱର୍ଣ୍ଣଲତା ଦାସ,ପ୍ରମୋଦ କୁମାର ବେହେରା ରାଘବ ସାହୁ , ସୁନୀଲ ସାମଲ, ସମ୍ବିତ୍ ନାୟକ ,ଅର୍ପଣ ମଲାଣ ,ଶୁଭମ୍ ଶେଖର ସାହୁ,ଶ୍ରୀରାମ ସାହୁ, ଶୁଭମ୍ କୁମାର ସାହୁ ,ଆଲୋକ ସାହୁ,ବଳରାମ ସାହୁ ପ୍ରମୁଖ ଉପସ୍ଥିତ ରହି ରୋଡ ଯାଉଥିବା ଲୋକ ମାନଙ୍କୁ ପଣା ବଣ୍ଟନ କରିବାରେ ସହଯୋଗ କରିଥିଲେ l  ଏହି କାର୍ଯ୍ୟକ୍ରମ କରିଥିବାରୁ ସବୁ ମହଲ ରୁ  ପ୍ରସଂଶା କରିଥିଲେ

See More

Latest Photos